www.samajalive.in
Saturday, December 6, 2025
16.1 C
Bhubaneswar

ଆଉନାହାନ୍ତି ଏହି ଲୋକପ୍ରିୟ ହାସ୍ୟାଭିନେତା

ନୂଆଦିଲ୍ଲୀ: ଲୋଲୁ ସଭା ସେଷୁ ନାମରେ ଜଣାଶୁଣା ତାମିଲ ଅଭିନେତା ଲକ୍ଷ୍ମୀ ନାରାୟଣ ସେଷୁଙ୍କ ପରଲୋକ ଘଟିଛି। ତାମିଲ ଚଳଚ୍ଚିତ୍ର ଜଗତର ଏହି ଲୋକପ୍ରିୟ ଅଭିନେତା ମଙ୍ଗଳବାର ୬୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ହୃଦୟଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଚେନ୍ନଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

୨୦୦୨ ମସିହାରେ ‘ଥୁଲ୍ଲୁଭାଢୋ ଇଲାମାଇ’ ଚଳଚ୍ଚିତ୍ରରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ସେଷୁ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଟିଭି ଶୋ’ ‘ଲୋଲୁ ସଭା’ ତାଙ୍କୁ ବେଶ୍‌ ଲୋକପ୍ରିୟତା ଆଣି ଦେଇଥିଲା, ଏଥିରେ ସେ ବିଜୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ମାଧ୍ୟମରେ ସେ ଜଣେ ହାସ୍ୟ ଅଭିନେତା ଭାବେ ଖୁବ୍‌ ଖ୍ୟାତି ଅର୍ଜନ କରିଥିଲେ।

- Advertisement -

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories