ଜୟପୁର: ଭିଜିଲାନ୍ସ ଅଫିସ ସମ୍ମୁଖରେ ହାଇୱା ଧକ୍କାରେ ଜଣେ ମୃତ। ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼। ଲୋକଙ୍କ ମାଡ଼ରେ ଡ୍ରାଇଭର ଅଚେତ, ହାଇୱାକୁ ଜାଳିଦେଲେ ଲୋକେ। ରାସ୍ତାଉପରେ ଅଟକି ରହିଛି ବହୁ ଯାନବାହନ। । ହାଇୱା ଜଳୁଥିବାରୁ ରାସ୍ତା ଜାମ୍। ଶହ ଶହ ଗାଡ଼ିମଟ ଅଟକ ରହିଥିବା ଜଣାପଡ଼ିଛି।
Popular Categories



