ମଧୁପାଟଣାରେ ପୁଣି ଓଲଟିଲା ପିଚୁ ବୋଝେଇ ଟ୍ରକ

0

କଟକ: ମଧୁପାଟଣା ଥାନା ନକଟରେ ପୁଣି ଏକ ପିଚୁ ବୋଝେଇ ଟ୍ରକ ଓଲଟିଲା । ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ଦୁଇ ଦିନ ତଳେ ମଧ୍ୟ ମଧୁପଟଣା ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ବାରମ୍ବାର ସମାନ ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୁଲିସ ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

Leave A Reply