www.samajalive.in
Saturday, December 6, 2025
14.1 C
Bhubaneswar

ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲା କୁଲାଡ଼ ପେଟ୍ରୋଲ ପମ୍ପ୍ ନିକଟରେ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା ହୋଇଛି। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଝଡ଼ିଆମ୍ବା ଗ୍ରାମର ପ୍ରମୋଦ ସାହୁ ବୋଲି ଜଣା ପଡିଛି । ଗୁରୁତର ସୌଭାଗ୍ୟ ଚନ୍ଦ୍ର ସାହୁ ଓ ଗୋପବନ୍ଧୁ ସାମଲଙ୍କୁ ନାଲକୋ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସୂଚନଯୋଗ୍ୟ ଯେ, ଦୁଇ ଜଣ ବ୍ୟକ୍ତି ନାଲକୋ ସ୍ମେଲ୍ଟର ପ୍ଲାଣ୍ଟକୁ ଯାଉଥିବା ସମୟରେ ଅନ୍ୟ ଏକ ମଟର ସାଇକେଲ ସହ ସେମାନଙ୍କର ଧକ୍କା ହୋଇଥିଲା । ମୃତକଙ୍କ ପରିବାରକୁ ନାଲକୋରେ ଚାକିରି ପ୍ରଦାନ କରାଯିବାକୁ ଦାବି କରି ଏନଏଚ୫୫ରେ ରାସ୍ତାରୋକ କରାଯାଇଛି। ତାଳଚେରର ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories