www.samajalive.in
Sunday, December 14, 2025
19.1 C
Bhubaneswar

ସରିଲା ଡ.ଏସ.ସି.ଜମୀରଙ୍କ କାର୍ଯ୍ୟକାଳ; ଓଡିଶାର ଅତିରିକ୍ତ ଦାୟିତ୍ଵ ତୁଲାଇବେ ବିହାରର ରାଜ୍ୟପାଳ

ଭୁବନେଶ୍ୱର: ବିହାରର ରାଜ୍ୟପାଳଙ୍କୁ ମିଳିଲା ଓଡିଶାର ଅତିରିକ୍ତ ଦାୟିତ୍ଵ । ଆଜି ଓଡ଼ିଶାର ରାଜ୍ୟପାଳ  ଡ.ଏସ.ସି.ଜମୀରଙ୍କ ଶେଷଦିନ ହୋଇଥିବା ବେଳେ ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ଅତିରିକ୍ତ ଦାୟିତ୍ଵ ମିଳିଛି । ରାଷ୍ଟ୍ରପତି  ରାମନାଥ କୋବିନ୍ଦ ଶ୍ରୀ ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ସୂଚନା ଟ୍ବିଟ୍ ଜରିଆରେ ରାଷ୍ଟପତି ଭବନରୁ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଡ. ଏସ.ସି.ଜମୀର ଓଡ଼ିଶାର ରାଜ୍ୟପାଳ ଭାବେ ୫ବର୍ଷିଆ କାର୍ୟ୍ୟକାଳ ଆଜି ଶେଷ ହେଉଛି । ଏହି ଅବସରରେ ମଙ୍ଗଳବାରଠୁଁ ଆରମ୍ଭ ହୋଇଥିବା ଓଡିଶା ବିଧାନସଭାର ବଜେଟ୍‌ ଅଧିବେଶନରେ ଡ. ଏସ.ସି.ଜମୀର ଶେଷ ଅଭିଭାଷଣ ରଖିଥିଲେ ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories