www.samajalive.in
Sunday, December 7, 2025
23.1 C
Bhubaneswar

ମାଲିୱାଲ ଅସଦାଚରଣ ମାମଲାରେ ଷଡ଼ଯନ୍ତ୍ର କରୁଛି ବିଜେପି – ଆତିଶୀ

ଡେସ୍କ: ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ସାଂସଦ ସ୍ୱାତୀ ମାଲିୱାଲ ଅସଦାଚରଣ ମାମଲାରେ ବିଜେପି ଷଡ଼ଯନ୍ତ୍ର କରୁଛି। ଦଳର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ ଦୁର୍ନୀତି ନିବାରଣ ବ୍ୟୁରୋ ସ୍ୱାତୀ ମାଲିୱାଲଙ୍କ ବିରୋଧରେ ଦିଲ୍ଲୀ ମହିଳା ଆୟୋଗରେ ବେଆଇନ ଭାବେ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ପାଇଁ ମାମଲା ରୁଜୁ କରିଛି ଏବଂ ବିଜେପି ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧରେ ଷଡ଼ଯନ୍ତ୍ର ପାଇଁ ବ୍ୟବହାର କରୁଛି। ଏହି ମାମଲାରେ ମାଲିୱାଲ ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରିଥିବା ଆତିଶୀ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବାହାରେ ମାଲିଓ୍ଵାଲ ଯିବାର ଭିଡିଓ ସମ୍ପର୍କରେ ଉଲ୍ଲେଖ କରି ଆତିଶୀ କହିଛନ୍ତି ଯେ ଶ୍ରୀମତୀ ମାଲିଓ୍ଵାଲ ପୁଲିସକୁ ଧମକ ଚମକ ଦେଉଥିବା ଏବଂ ବିନା କୌଣସି ଅସୁବିଧାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡ଼ି ଯାଉଥିବା ଦେଖିବାକୁ ମିଳୁଛି।

ଅସଦାଚରଣ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଗିରଫ

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories