www.samajalive.in
Monday, December 15, 2025
26.1 C
Bhubaneswar

ପୋଖରୀରୁ ଧରାଗଲା କୁମ୍ଭୀର

ସମାଜ ଡିଜିଟାଲ ଡେସ୍କ: ପୋଖରୀରୁ ଧରାଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ସୋମବାର ଏକ କୁମ୍ଭୀର ଉଦ୍ଧାର କରାଯାଇଛି। ବନ ବିଭାଗ କର୍ମଚାରୀମାନେ କୁମ୍ଭୀରକୁ ଧରି ହବଳ ନାଳରେ ଛାଡ଼ିଦେଇଛନ୍ତି।

ସୂଚନା ଅନୁସାରେ, ରବୀନ୍ଦ୍ରଙ୍କ ପୋଖରୀରେ ଅନେକ ଦିନ ହେବ କୁମ୍ଭୀରଟି ରହି ଆସୁଥିଲା। ଏ ନେଇ ରବୀନ୍ଦ୍ର ବନ ବିଭାଗକୁ ଖବର ଦେଇଆସୁଥିଲେ। ସୋମବାର ଅପରାହ୍ନରେ ଗାଁ ଲୋକେ କୁମ୍ଭୀରଟିକୁ ଦେଖିବାକୁ ପାଇଥିଲେ ଏବଂ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ ପହଞ୍ଚିଥିଲେ। ଗାଁ ଲୋକଙ୍କ ସହାୟତାରେ ବନ କର୍ମଚାରୀମାନେ ଜାଲ ପକାଇ କୁମ୍ଭୀରଟିକୁ ଧରିଥିଲେ। କୁମ୍ଭୀର ଲମ୍ବ ୮ଫୁଟ ୨ଇଞ୍ଚ ହେବ। ଏହା ଏକ ବଉଳା କୁମ୍ଭୀର ବୋଲି ଜଣାପଡ଼ିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories