www.samajalive.in
Saturday, December 6, 2025
17.1 C
Bhubaneswar

ପାଣିରେ ବୁଡ଼ି ୨ ଭଉଣୀ ମୃତ

ବାରିପଦା : ମୟୂରଭଞ୍ଜ ଜିଲା ବାରିପଦାର କୁଳିଆଣା ବ୍ଲକ ଚାନ୍ଦୁଆ ଗ୍ରାମରେ ମଙ୍ଗଳବାର ଏକ ଦୁଃଖଦ ଖଟଣା ଘଟିଛି । ୨ ଭଉଣୀ ପାଣୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଦୁଇ ଭଉଣୀ ଖେଳିବା ପାଇଁ ଯାଇଥିଲେ । ସମାନେ ଖେଳୁଥିବା ସମୟରେ ବିଲରେ ଜମି ରହିଥିବା ପାଣିରେ ବୁଡ଼ିଯାଇଥିଲେ । ଦୁଇଭଉଣୀ ଘଟଣା ସ୍ଥଳରେହିଁ ଜମିରହିଥିବା ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । ଦୁଇଭଉଣୀଙ୍କ ବୟସ ୩ ଓ ୪ ବର୍ଷ ହେବବୋଲି ଜଣା ପଡିଛି । ଘଟଣା ସ୍ଥଳରେ ଗ୍ରାମବାସୀ ଓ ପରିବାରଲୋକେ  ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories