ବଡ ଖବର
# ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ୮ଟି ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର, ପଠାନକୋଟ ଏୟାର ବେସରେ ପ୍ରସ୍ତୁତ
# ନବୀ ମୁମ୍ବାଇ ଉଡ଼ଣରେ ଏଲପିଜି ପ୍ଲାଣ୍ଟରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ – ୫ କର୍ମଚାରୀ ମୃତ, ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ଓଏନଜିସି ସାମିଲ
# ଖୁସିରେ ମସଗୁଲ ପଶ୍ଚିମ ଓଡିଶା – ଆଜି ପାଳିତ ହେଉଛି କୃଷିଭିତ୍ତିକ ଗଣ ପର୍ବ ନୁଆଁଖାଇ
ଆଞ୍ଚଳିକ
# ଖୁସିରେ ମସଗୁଲ ପଶ୍ଚିମ ଓଡିଶା – ଆଜି ପାଳିତ ହେଉଛି କୃଷିଭିତ୍ତିକ ଗଣ ପର୍ବ ନୁଆଁଖାଇ
# ସୁନ୍ଦରଗଡ଼ରେ ଲାଗି ହେଲା ନବାନ୍ନ – ସକାଳ ୮ଟା ୫୦ ମିନିଟରେ ଥିଲା ଶୁଭ ମୁହୂର୍ତ୍ତ
# ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ପ୍ରଶ୍ନ ଉଠାଇଲେ ବିରୋଧୀ
# ନାଲକୋନଗର ନାଲ୍କୋ ସ୍ମେଲ୍ଟର ପ୍ଲାଣ୍ଟରେ ବିଳମ୍ବିତ ରାତିରେ ଦୁର୍ଘଟଣା, ଜଣେ କର୍ମଚାରୀ ଗୁରୁତର
# ସୀମାନ୍ତ ଛତିଶଗଡରେ ସୁରକ୍ଷା କର୍ମୀଙ୍କ ପାଇଁ ଖୋଳିଥିବା ଗାତରେ ଫସିଲେ ନକ୍ସଲ, ସାଥୀ ନକ୍ସଲ ଛାଡ଼ି ଚାଲିଗଲେ କିନ୍ତୁ ମାନବିକତା ଦେଖାଇ ହସ୍ପିଟାଲରେ ଭର୍ତ୍ତି କଲେ ସୁରକ୍ଷା କର୍ମୀ
# ୧୨ ବର୍ଷ ଜେଲ୍ଦଣ୍ଡ ଭୋଗି ମୁକୁଳିବା ପରେ ୪ ଜଣ ବାଂଲାଦେଶୀ ଆଜି ନିଜ ଦେଶକୁ ଫେରିବେ
# ରାଜ୍ୟ ସରକାର ଚାଷୀ ତାଲିକା ଦେଉନଥିବା କହିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର
# ଆରଡ଼ି ବାବା ଆଖଣ୍ତଳମଣିଙ୍କ ମନ୍ଦିରରେ ଜଣେ ସେବାୟତଙ୍କୁ ମାଡ଼ ମାରିବା ଘଟଣାରେ, ଅଭିଯୁକ୍ତ ପୁଲିସ୍ କନେଷ୍ଟବଳଙ୍କୁ ଅନ୍ୟତ୍ର ବଦଳି
# ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନର ୬ ଦିନ ଭିତରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ କଲା ପ୍ରଶାସନ
# ଜଗା ବଳିଆଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨୫ ଲକ୍ଷ ଟଙ୍କା – ଦିଲ୍ଲୀ ଏମ୍ସ
# ଜଗା ବଳିଆଙ୍କୁ ଓଡିଶା ଆଣିବା ପାଇଁ ଦିଲ୍ଲୀ ଯିବେ ୨ ଜଣ ଡାକ୍ତର
# ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା, ବଦଳିବେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ
# ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗାଁରେ କଳହ – ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
# ଶ୍ରୀମନ୍ଦିର ୭୫ ମିଟର ପରିଧି ଭିତରେ ପୁଣି ଚାଲିବ ଉଚ୍ଛେଦ ଅଭିଯାନ, ଆଜି ବଡ଼ ଆଖଡ଼ା ମଠ ପାଳି
# ଭୁବନେଶ୍ୱର ଖାରବେଳ ଭବନରେ ଆଡଭୋକେଟ ଜେନେରାଲ(ଏଜି)ଙ୍କ ଅଫିସ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
# ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା – ରାଜ୍ୟରେ ୧୦ ଲକ୍ଷ ୭୯ ହଜାର ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ଯୋଜନାରୁ ବାଦ୍
ଜାତୀୟ
# ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ୮ଟି ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର, ପଠାନକୋଟ ଏୟାର ବେସରେ ପ୍ରସ୍ତୁତ
# ନବୀ ମୁମ୍ବାଇ ଉଡ଼ଣରେ ଏଲପିଜି ପ୍ଲାଣ୍ଟରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ – ୫ କର୍ମଚାରୀ ମୃତ, ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ଓଏନଜିସି ସାମିଲ
# ପି. ଚିଦାମ୍ୱରମ୍ ଏବଂ କାର୍ତ୍ତୀ ଚିଦାମ୍ୱରମଙ୍କ ଜାମିନ ରଦ୍ଦ କରିବା ପାଇଁ ଇଡି ଓ ସିବିଆଇ ପକ୍ଷରୁ ଦିଲ୍ଲୀର ରାଓ୍ୱଜ୍ ଏଭେନ୍ୟୁ କୋର୍ଟରେ ଆବେଦନ
# ପାକିସ୍ତାନ ଖୋଲାଖୋଲି ଆତଙ୍କବାଦର ବ୍ୟବହାର କରୁଛି – ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
# ଉତ୍ତର ପ୍ରଦେଶର ମିର୍ଜାପୁରସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ଣ ଭୋଜନରେ ରୁଟି ସହ ଲୁଣ ଖାଉଥିବା ଖବର ପରିବେଷଣ କରିଥିବା ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜ୍ଜୁ କଲେ ଯୋଗୀ ସରକାର
# ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଆଶିଷ ଦତ୍ତ, ଖ୍ୟାତନାମା ବୈଜ୍ଞାନିକ ଆର୍. ରାଜାରମଣ ଏବଂ ଐତିହାସିକ ରୋମିଲା ଥାପରଙ୍କ ସମେତ ୧୨ଜଣ ପୂର୍ବତନ ପ୍ରଫେସରଙ୍କ କାର୍ଯ୍ୟର ସମୀକ୍ଷା ଲାଗି ସେମାନଙ୍କୁ ପ୍ରଶାସନ ମାଗିଲା ସିଭି
# ଉତ୍ତରପ୍ରଦେଶ ଶାହ୍ଜାହାନ୍ପୁରରେ ଆଇନ ଛାତ୍ରୀ ନିଖୋଜ ଓ ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ସମ୍ପୃକ୍ତି ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
# ଆସାମର ଜୋର୍ହାଟରେ ହିଂସା – ଜଣେ ଡାକ୍ତରଙ୍କୁ ପିଟି ପିଟି ହତ୍ୟା କଲେ ଉତ୍ତ୍ୟକ୍ତ ଲୋକେ
# ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଆନ୍ତର୍ଜାତିକ
# ନରମୁଛି ପାକିସ୍ତାନ, ପ୍ରଥମେ ପରମାଣୁ ଆକ୍ରମଣ କରିବେ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ ଇମରାନ ଖାନ
# ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି ପାକିସ୍ତାନ ସେନା, ପୁଲିସ୍ ଏବଂ ସରକାର
# ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଏବେ ପିଓକେରେ ଲସ୍କର ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛି ପାକିସ୍ତାନ
# ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଡୋରିଆନ, ଉତ୍ତର ବାହାମସରେ ଛୁଇଁବ ସ୍ଥଳ ଭାଗ – ଆମେରିକାର ପ୍ରାୟ ୬ଶହ ବିମାନ ଉଡାଣ ବାତିଲ



