୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର : ରାଜ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ସପ୍ଟେମ୍ୱର ୬ରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ।  ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି । ରାଜ୍ୟରେ ୫୦ରୁ ୬୦ ହଜାର ସଭ୍ୟ ସଂଗ୍ରହ କରିବା ପାଇଁ କଂଗ୍ରେସ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

prayash

 ବିଜେଡ଼ି ଆରମ୍ଭ କରିବାକୁ ଯାଉଥିବା ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ କଂଗ୍ରେସ ସମାଲୋଚନା କରିଛି । ରାସନ କାର୍ଡ଼ ସହ ଆଧାର ଲିଙ୍କ କରାଇବା ନାଁରେ ବିଜେଡ଼ି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟାକରୁଛି ବୋଲି  ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି  ।

kalyan agarbati

Comments are closed.