www.samajalive.in
Sunday, December 14, 2025
26.1 C
Bhubaneswar

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଗୁରୁବାର ଓଡ଼ିଶା ପ୍ରାଶାସନିକ ସେବା(ଓଏଏସ୍) ସ୍ତରରେ ଅଦଳବଦଳ କରିଛନ୍ତି। ବରଗଡ଼ ଜିଲାର ଜିଲାପାଳ ଭାବେ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ସରୋଜ କୁମାର ସାମଲଙ୍କୁ ଝାରସୁଗୁଡ଼ା ଜିଲାପାଳ ଦାୟିତ୍ବ ଦିଆଯାଇଛି। ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ରାଜ୍ୟ ଯୋଗାଣ ନିଗମର ଏମଡ଼ି, ଶରତ ଚନ୍ଦ୍ର ମିଶ୍ର ଶ୍ରମ ଓ ଇଏସଆଇ ବିଭାଗର ସ୍ବତନ୍ତ୍ର ସଚିବ, ବନନୀ ମହାନ୍ତିଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ, ସନ୍ତୋଷୀ ସାହୁଙ୍କୁ ବୋର୍ଡ ଅଫ୍ ରେଭିନ୍ୟୁର ଯୁଗ୍ମ ସଚିବ, ବିଶ୍ବରଞ୍ଜନ ରଥଙ୍କୁ ସୁନ୍ଦରଗଡ଼ ଡ଼ିଆରଡିଏର ଏପିଡ଼ି ଭାବେ ନିଯୁକ୍ତି ଦିଆଯାଇଛି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories