www.samajalive.in
Thursday, December 11, 2025
16.1 C
Bhubaneswar

‘ଦ ଜୋୟା ଫ୍ୟାକ୍ଟର’ର ମୋଶନ୍ ପୋଷ୍ଟର ଶେୟାର କଲେ ସୋନମ୍

ମୁମ୍ବଇ: ଅନୀଲ କପୁରଙ୍କ ଲାଡଲୀ ତଥା ବଲିଉଡର ଜଣାଶୁଣା ନାୟିକା ସୋନମ୍ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ଜୋୟା ଫ୍ୟାକ୍ଟର’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଏହାର ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବାବେଳେ ବୁଧବାର ସୋନମ୍ କପୁର ଏହାର ମୋଶନ୍ ପୋଷ୍ଟର ସାମାଜିକ ଗଣାଧ୍ୟମରେ ଶେୟାର କରିଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ଅନୁଜା ଚୌହାନଙ୍କ ଉପନ୍ୟାସ ଜୋୟା ଫ୍ୟାକ୍ଟରଉପରେ ଆଧାରିତଫକ୍ସ ଷ୍ଟାର ଷ୍ଟୁଡିଓ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରରେ ଅଭିଶେକ ଶର୍ମା ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ଅମୀତ ତ୍ରିବେଦୀଙ୍କର ସଙ୍ଗୀତରେ ଚଳଚ୍ଚିତ୍ରର ଗୀତ ଗୁଡିକ ନିର୍ମାଣ ହୋଇଛି। ସୋନମଙ୍କ ବ୍ୟତୀତ ଦଲକ୍ୟୁର ସଲମାନ, ସଞ୍ଜୟ କପୁର, ଶିକନ୍ଦର ଖେର, ଅଭିଳାଷ ଚୌଦ୍ଧୁରୀଙ୍କ ଭଳି କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ନଜର ଆସିବେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories