www.samajalive.in
Monday, December 8, 2025
27.1 C
Bhubaneswar

ନୀରବ ମୋଦୀ ଜାମିନ ଅଗ୍ରାହ୍ୟ କଲେ ଲଣ୍ଡନ କୋର୍ଟ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀକୁ ସେପ୍ଟେମ୍ବର ୧୯ ଯାଏଁ ନ୍ୟାୟିକ ହାଜତରେ ରଖିବାକୁ ଲଣ୍ଡନର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବ ନେସନାଲ ବ୍ୟାଙ୍କ ଅର୍ଥ ଠକେଇ ମାମଲାରେ ଭାରତ ନିରବ ମୋଦୀର ପ୍ରତ୍ୟର୍ପଣ ପାଇଁ ଚେଷ୍ଟା କରୁଛି। ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ଭିଡିଓ କଲ ମାଧ୍ୟମରେ ୱାଣ୍ଡସୱର୍ଥ ଜେଲରେ ଥିବା ନିରବ ମୋଦୀ ମାମଲାର ଶୁଣାଣି କରି ହାଜତ ମିଆଦ ବୃଦ୍ଧି କରିଥିଲେ।

ପଞ୍ଜାବ ନେସନାଲ ବ୍ୟାଙ୍କରୁ ୨ ବିଲିଅନ ଆମେରିକୀୟ ଡଲାର ଠକେଇ ଘଟଣାରେ ନିରବ ଦେଶ ଛାଡି ପଳାୟନ କରିବା ପରେ ୨୦୧୯ ମାର୍ଚ୍ଚ ପରଠାରୁ ତାଙ୍କୁ ଲଣ୍ଡନ ପୁଲିସ ୱାଣ୍ଡସୱର୍ଥ ଜେଲରେ ବିଚାରାଧୀନ ବନ୍ଦୀ ଭାବରେ ରଖିଛି। ଗତ ଜୁଲାଇ ମାସରେ ଜାମିନ ଆବେଦନ ଖାରଜ ହେବା ପରେ ସେ ଦ୍ଵିତୀୟ ଥର ପାଇଁ ଜାମିନ ଆବେଦନ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories