www.samajalive.in
Friday, December 12, 2025
16.1 C
Bhubaneswar

ୱିଲିୟମ୍‌ସନଙ୍କ ଜନ୍ମଦିନରେ କେକ୍ କାଟିଲେ ଶ୍ରୀଲଙ୍କା ପ୍ରଶଂସକ

କାଟୁନାୟକେ (ଶ୍ରୀଲଙ୍କା) : ଗୁରୁବାର ଏଠାରେ ଶ୍ରୀଲଙ୍କା ବୋର୍ଡ ସଭାପତି ଏକାଦଶ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ୩-ଦିନିଆ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଛି। ଗୁରୁବାର ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମ୍‌ସନ୍‌ଙ୍କର ୨୯ତମ ଜନ୍ମଦିନ ଥିଲା। ଏହା ପୂର୍ବରୁ ଜାଣିଥିଲେ କିଛି ସ୍ଥାନୀୟ ସମର୍ଥକ। ସେମାନେ ଏକ କେକ୍ ଆଣି ଅପେକ୍ଷା କରି ରହିଥିଲେ। ୱିଲିୟମ୍‌ସନ୍ ବାଉଣ୍ଡରୀ ପାଖକୁ ଆସିବା ମାତ୍ରେ ସେମାନେ ତାଙ୍କୁ ଡାକି କେକ୍ କାଟିବାକୁ ଅନୁରୋଧ କରିିଥିଲେ। ୱିଲିୟମ୍‌ସନ ସେମାନଙ୍କ ଅନୁରୋଧରେ ଯାଇ କେକ୍ କାଟିଥିଲେ ଏବଂ ଏହି ପ୍ରଶଂସକଙ୍କୁ ଖୁଆଇ ଦେଇଥିଲେ। ଏପରି ନିଆରା ଜନ୍ମଦିନ ପାଳନ ଯୋଗୁଁ ବହୁତ ଖୁସି ହୋଇଥିଲେ ୱିଲିୟମ୍‌ସନ୍ ଏବଂ ଶ୍ରୀଲଙ୍କାର ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଥିଲେ। ସାରାବିଶ୍ବରେ କେନ୍ ୱିଲିୟମ୍‌ସନଙ୍କର ଅଗଣିତ ପ୍ରଶଂସକ ଅଛନ୍ତି। ଗତ ବିଶ୍ବକପ୍‌ରେ ତାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ରନର୍ସଅପ୍ ହୋଇଥିବା ବେଳେ ୱିଲିୟମ୍‌ସନ୍ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ୯ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନରେ କେନ୍ ୱିଲିୟମ୍‌ସନ୍

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories