ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ , ୫ଟି ସଚିବ ନିଯୁକ୍ତ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍ ଅଧିକାରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ ସୋମବାର ଏକ ନୂଆ ଦାୟିତ୍ୱ ଦିଆଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ( ଟ୍ରାନ୍ସଫର୍ମେସନ୍ ଆଣ୍ଡ ଇନିସିଏଟିଭସ୍) ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ବର୍ତ୍ତମାନ ପାଣ୍ଡିଆନ ନବୀନଙ୍କ ବ୍ୟକ୍ତିଗତ ସଚିବ ରହିବା ସହ ଉଚ୍ଚ ଶିକ୍ଷା ପାଇଁ ନବୀନଙ୍କ ୫-ଟି ଆକ୍ସନ ପ୍ଲାନର ଦାୟିତ୍ୱ ସମ୍ଭାଳିବେ। ଟ୍ରାନ୍ସପେରେନ୍ସି , ଟିମ ୱାର୍କ, ଟେକ୍ନୋଲୋଜୀ, ଟାଇମ ଓ ଟ୍ରାନ୍ସଫରମେସନ ଏହି ୫ଟି ପ୍ଲାନର ମୂଖ୍ୟ ଲକ୍ଷ୍ୟ ରହିଛି ।
Comments are closed.