www.samajalive.in
Saturday, December 13, 2025
14.1 C
Bhubaneswar

ଦୁର୍ବୃତ୍ତଙ୍କ ଆକ୍ରମଣରେ ନିରତାର ନିର୍ଦ୍ଦେଶକ ଶକ୍ତିପ୍ରସାଦ ଆହତ

କଟକ: କଟକ ଜିଲ୍ଲା ନିଆଳି ଓଲଟପୁର ଥାନା ଅନ୍ତର୍ଗତ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପ୍ରତିଷ୍ଠାନ ଓ ପୁନର୍ବାସ ପ୍ରଶିକ୍ଷଣ କେନ୍ଦ୍ର, ନିରତାରର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାଶ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ସେ ଓଲଟପୁର ହସ୍ପିଟାଲରୁ କାମ ସାରି ଫେରୁଥିବା ସମୟରେ ଦାମୋଦରପୁର ବଜାରରେ ଦୁଇଜଣ ଅଜଣା ଦୁର୍ବୃତ୍ତ ଏକ ମୋଟରସାଇକେଲର ଆସି କାର୍ ଉପରକୁ ଢେଲାପଥର ଓ ବନ୍ଧୁକ ଦ୍ୱାରା ଆକ୍ରମଣ କରିଥିଲେ।

ଆକ୍ରମଣରେ ନିରତାର ନିର୍ଦ୍ଦେଶକ ଶକ୍ତିପ୍ରସାଦ ଦାଶ ଆହତ ହେବା ସହିତ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ଦୁର୍ବୃତ୍ତମାନେ ଗାଡ଼ି ଭିତରେ ବନ୍ଧୁକ ଛାଡି ଫେରାର ହୋଇଯାଇଛନ୍ତି। ଏନେଇ ଓଲଟପୁର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ଓଲଟପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories