www.samajalive.in
Friday, December 12, 2025
19.1 C
Bhubaneswar

ଦୁର୍ଗା ମାଧବଙ୍କୁ ମିଳିଲା ଫୁଟବଲ ରେଫରୀ ଚୟନକାରୀ ମାନ୍ୟତା

ସମାଜ ପୋର୍ଟାଲ ଡେସ୍କ: ଅଖିଳ ଭାରତୀୟ ଫୁଟବଲ ମହାସଂଘ ଦ୍ୱାରା ମଧ୍ୟପ୍ରଦେଶ ଗୁଆଲିଅରଠାରେ ଅନୁଷ୍ଠିତ ଫୁଟବଲ ରେଫରୀ ଚୟନକାରୀ ପରୀକ୍ଷାରେ ଦୁର୍ଗା ମାଧବ ନାୟକ ସଫଳତା ଅର୍ଜନ କରିଛନ୍ତି। ଗତ ଜୁନ ମାସ ୨୧ରୁ ୨୩ ଯାଏଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା

ଏହି ମାନ୍ୟତା ପାଇବା ପରେ ଦୁର୍ଗା ମାଧବ ରାଜ୍ୟସ୍ଥରୀୟ ଫୁଟବଲ ମ୍ୟାଚ ପରିଚାଳନା ପାଇଁ ରେଫରୀ ଚୟନ କରିପାରିବେ। ଦୁର୍ଗା ମାଧବ ଏବେ ସୁନ୍ଦରଗଡ଼ ଜିଲ୍ଲା କୋପୀସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଛନ୍ତି। ସେ ପୂର୍ବରୁ ଅନେକ ଜାତୀୟ ସ୍ଥରୀୟ ମ୍ୟାଚ ପରିଚାଳନା କରିଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories