ଅନୁଗୁଳ : ଅନୁଗୁଳ ଜିଲା ଠାକୁରଗଡ଼ ଥାନା ଟାପଢୋଲ ଫାଣ୍ଡି ଅଧିକାରୀ ଗଜେନ୍ଦ୍ର ବେହେରା ଲାଞ୍ଚ ନେଉଥିବା ସମୟରେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନାଅନୁଯାୟୀ, ମାରପିଟ ଅଭିଯୋଗରେ ଟାପଢୋଲ ଗ୍ରାମର ଜଗନ୍ନାଥ ବେହେରାଙ୍କ ନାମରେ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଥିଲା। ଏହାର ରଫାଦଫା ପାଇଁ ଆଜି ଫାଣ୍ଡି ଅଧିକାରୀ ଜଗନ୍ନାଥ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି।
Popular Categories



