www.samajalive.in
Sunday, December 7, 2025
26.1 C
Bhubaneswar

ଏପରି କରନ୍ତୁ ଶ୍ରୀକୃଷ୍ଣଙ୍କ ଆରଧନା, ଦୂର ହେବ ସବୁ ସଙ୍କଟ

ଶନିଙ୍କ କୋପରୁ ରୋଜଗାର, ବ୍ୟବସାୟ ଓ ସ୍ବାସ୍ଥ୍ୟରେ ସଙ୍କଟ ଦେଖା ଦେଉଥାଏ, ତେବେ ଏହି ଉପାୟରେ ଭଗବାନ କୃଷ୍ଣଙ୍କୁ ଆରାଧନା କରି ସମସ୍ତ ସଙ୍କଟରୁ ମୁକ୍ତି ପାଆନ୍ତୁ ।

ବିଶ୍ବ ବ୍ରହ୍ମାଣ୍ଡର ପାଳନ କର୍ତ୍ତା ହେଉଛିନ୍ତି ଇଶ୍ବର । ଇଶ୍ବରଙ୍କ କ୍ରିୟାତ୍ମକ ଶକ୍ତି ଦ୍ବାରା ସାର ବିଶ୍ବର ପାଳନ ହୋଇଥାଏ ଏବଂ ସେହି ଶକ୍ତିର ନାମ ହେଉଛି ଭଗବାନ କୃଷ୍ଣ । କୃଷ୍ଣଙ୍କ ବିନା ନା ଅଛି ସୃଷ୍ଟିର ଅସ୍ତିତ୍ବ, ନା ଅଛି ପାଳନ । ଗ୍ରହ, ନକ୍ଷେତ୍ର, ଦେବୀ, ଦେବତା, ମାନବ, ଅସୁର, ଶୁଭ ଓ ଅଶୁଭ ସବୁ କୃଷ୍ଣଙ୍କ ଦ୍ବାରା ପରିଚାଳିତ ହୋଇଥାଏ । ଶନିଦେବ ମଧ୍ୟ ଭଗବାନ କୃଷ୍ଣଙ୍କ ଅଧୀନସ୍ଥ ବୋଲି ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା ଶନିଦେବ ଓ କୃଷ୍ଣଙ୍କ ମଧ୍ୟରେ ରହିଥିବା ସମ୍ବନ୍ଧ ବିଷୟରେ……..

- Advertisement -

ଶନିଦେବ ଶ୍ରୀକୃଷ୍ଣଙ୍କ ଭକ୍ତ ଅଟନ୍ତି । ତାଙ୍କ ନିକଟରେ ଥିବା ନ୍ୟାୟ, ସଚ୍ଚୋଟତା ଓ ଅନୁଶାସନ କୃଷ୍ଣଙ୍କ କୃପାରୁ ଲାଭ କରିଛନ୍ତି ।

ଶନିଦେବ ସର୍ବଦା କୃଷ୍ଣଙ୍କ ଧ୍ୟାନରେ ମଗ୍ନ ରହିବା କାରଣରୁ ସେ ତାଙ୍କ ପତ୍ନୀଙ୍କ ଠାରୁ ଅଭିଶାପ ପାଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି ।

ଭଗବାନ କୃଷ୍ଣଙ୍କ ବହୁତ ଗୁଣ ଶନିଦେବତାଙ୍କ ନିକଟରେ ଦେଖିବାକୁ ମିଳେ ।

ଯେଉଁମାନେ ଭଗବାନ କୃଷ୍ଣଙ୍କ ଭକ୍ତ, ସେମାନଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି କଦାପି ପଡି ନଥାଏ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories