www.samajalive.in
Sunday, December 7, 2025
26.1 C
Bhubaneswar

ବଲିଉଡ଼ ତାରକାମାନଙ୍କ ପତ୍ନୀଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବେ ମଧୁର ଭଣ୍ଡାରକର୍‍!

ମୁମ୍ବଇ : ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର୍‍ ଏବେ ବଲିଉଡ଼ ଅଭିନେତାଙ୍କ ପତ୍ନୀମାନଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା କରୁଛନ୍ତି। ଯାହାକି ଗୌରୀ ଖାନ୍‍, ମୀରା ରାଜପୁତ୍‍ ଓ ଟ୍ୱିଙ୍କଲ୍‍ ଖନ୍ନାଙ୍କ ଭଳି ତାରକା ପତ୍ନୀଙ୍କ ଉପରେ ଆଧାରିତ ହେବ। ସର୍ବଦା ପରଦା ପଛର ସତ୍ୟତାକୁ ଲୋକଙ୍କ ସମ୍ମୁଖକୁ ଆଣିବାକୁ ଚେଷ୍ଟା କରୁଥିବା ଏହି ନିର୍ମାତା ଅଭିନେତାଙ୍କ ପତ୍ନୀମାନଙ୍କ ଉପରେ ଆଧାରିତ ସ୍କ୍ରିପ୍ଟ ଉପରେ କାମ କରୁଥିବା ସୂଚନା ମିଳିଛି। ଚଳଚ୍ଚିତ୍ରର ନାମ ‘ବଲିଉଡ଼ ୱାଇଭ୍‍ସ’ ରହିଥିବା ଜଣାପଡ଼ିଛି। ଏନେଇ ମଧୁରଙ୍କୁ ପ୍ରଶ୍ନ କରାଯିବାରୁ ତାଙ୍କ ପ୍ରବକ୍ତା କହିଛନ୍ତି, ମଧୁର କେବଳ ଚଳଚ୍ଚିତ୍ରର ଟାଇଟଲ୍‍ ପଞ୍ଜିକରଣ କରିଛନ୍ତି କିନ୍ତୁ ଏହାକୁ ନେଇ ଏଯାବତ୍‍ କୌଣସି କାମ ଆରମ୍ଭ ହୋଇନାହିଁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories