www.samajalive.in
Tuesday, December 9, 2025
26.1 C
Bhubaneswar

ନେପାଳ ବିମାନ ବନ୍ଦରରେ ଦୁର୍ଘଟଣା ; ୨ ମୃତ ଓ ୬ ଗୁରୁତର

କାଠମାଣ୍ଡୁ : ନେପାଳର ତେନାଜିଙ୍ଗ-ହିଲରୀ-ଲୁକଲା ବିମାନ ବନ୍ଦରରେ ରବିବାର ବଡ ଧରଣର ଦୁର୍ଘଟଣା ଘଟିଛି । ବିମାନ ବନ୍ଦରରେ ଠିଆ ହୋଇଥିବା ଏକ ହେଲିକପ୍ଟରକୁ ଅନ୍ୟ ଏକ ବିମାନ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।

ସୂଚାନଯୋଗ୍ୟ, ଏହା ପୂର୍ବରୁ ନେପାଳରେ ଫେବୃୟାରୀ ମାସରେ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ନେପାଳ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ୬ ଲୋକଙ୍କ ପ୍ରାଣ ହାନି ହୋଇଥିଲା ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories