www.samajalive.in
Saturday, December 13, 2025
26.1 C
Bhubaneswar

ଟାଇମସ୍‌ ପତ୍ରିକାର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଦୀପିକା ପାଦୁକୋନ୍‌

ନ୍ୟୟର୍କ: ଟାଇମ୍‌ ପତ୍ରିକାର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ବଲିଉଡ୍‌ ତାରକା ଦୀପିକା ପାଦୁକନ ସ୍ଥାନ ପାଇଛନ୍ତି । ଦୀପିକା ପାଦୁକନଙ୍କୁ ମଧ୍ୟ ଟାଇମସ୍‌ ପତ୍ରିକାରଏକ ପୃଷ୍ଟାରେ ସ୍ଥାନ ମିଳିଛି ।  ହଲିଉଡ୍‌ ସୁପରଷ୍ଟାର ଭିନ୍‌ ଡିଜେଲ୍‌ ଦୀପିକାଙ୍କ ବିଷୟରେ ନିଜର ମତା ମତ ପ୍ରକାଶ କରିଛନ୍ତି । ଏହି ତାଲିକାରେ ଦୀପିକା ଏକମାତ୍ର ଭାରତୀୟ କଳାକାର ଭାବେ ସ୍ଥାନ ପାଇଛନ୍ତି ।

୨୦୧୭ ମସିହାରେ ହଲିଉଡ୍‌ କଳାକାର ଭିନ୍‌ ଡିଜେଲଙ୍କ ସହ ଏକ ସିନେମାଲେର ଦୀପିକାଙ୍କୁ ଦେଖିବାକୁ ମିଳିଥିଲା । ଫାଷ୍ଟ ଆଣ୍ଡ ଫ୍ୟୁରିଅସ୍‌ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏ ସିନେମା ବେଶୀ ବ୍ୟବସାୟୀକ ସଫଳତା ହାସଲ କରି ନଥିଲା । ମାତ୍ର ଭାରତରେ ବିବାଦ ମଧ୍ୟରେ ମୁକ୍ତି ଲାଭା କରିଥିବା ପଦ୍ମବତ ବେଶ୍‌ ସଫଳତା ହାସଲ କରିଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories