www.samajalive.in
Monday, December 8, 2025
16.1 C
Bhubaneswar

୩ ଲୋକସଭା, ୧୧ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା; ପାଟକୁରାରୁ ଲଢ଼ିବେ ବିଜୟ ମହାପାତ୍ର

ଭୁବନେଶ୍ୱର : ରାଜ୍ୟର ୩ଟି ଲୋକସଭା ଓ ୧୧ ଟି ବିଧାନସଭା ଆସନ ପାଇଁ ସୋମବାର ବିଜେପି ପ୍ରାର୍ଥୀ ଘୋଷଣା କରିଛି।
୩ଟି ଲୋକସଭା ପାଇଁ –
ଭଦ୍ରକ- ଅଭିମନ୍ୟୁ ସେଠୀ
ଯାଜପୁର – ଅମିୟ ମଲ୍ଲିକ
ମୟୂରଭଞ୍ଜ – ବିଶ୍ଵେଶ୍ଵର ଟୁଡ଼ୁ
୧୧ଟି ବିଧାନସଭା ପାଇଁ –
ପାଟକୁରା – ବିଜୟ ମହାପାତ୍ର
ଆନନ୍ଦପୁର – ଆଲୋକ ସେଠୀ
ରାଇରଙ୍ଗପୁର – ନବ ଚରଣ ମାଝୀ
ମୋରଡ଼ା – ଡ଼କ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର
ନୀଳଗିରି – ସୁକାନ୍ତ ନାୟକ
ଆଠମଲ୍ଲିକ – ଭାଗିରଥୀ ପ୍ରଧାନ
ବାଙ୍କୀ – ଶୁଭ୍ରାଂଶୁ ଶେଖର ପାଢୀ
ଆଠଗଡ଼ – ବ୍ରଜେନ୍ଦ୍ର ରାୟ
ମହାକାଳପଡ଼ା – ବିଜୟ ପ୍ରଧାନ
ପୁରୀ – ଜୟନ୍ତ ଷଡ଼ଙ୍ଗୀ
ଭୁବନେଶ୍ୱର(ଉତ୍ତର)- ଅପରାଜିତା ମହାନ୍ତି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories