www.samajalive.in
Saturday, December 6, 2025
17.1 C
Bhubaneswar

‘ଖତରୋଁ କେ ଖୀଲାଡ଼ି ସିଜନ୍-୯’ : ସମସ୍ତଙ୍କୁ ପଛରେ ପକାଇ ଟ୍ରଫି ହାସଲ କଲେ ପୁନୀତ୍ ପାଠକ୍

ମୁମ୍ବଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ‘ଖତରୋଁ କେ ଖୀଲାଡ଼ି ସିଜନ୍-୯’ର ବିଜେତା ସାଜିଛନ୍ତି ପୁନୀତ୍ ପାଠକ୍। ରବିବାର ଆୟୋଜିତ ହୋଇଥିବା ଏହାର ଗ୍ରାଣ୍ଡ ଫିନାଲେରେ ବିଜେତା ଭାବେ ପୁନୀତଙ୍କ ନାମ ଘୋଷଣା କରାଯିବା ସହ ତାଙ୍କୁ ଟ୍ରଫି, ୨୦ଲକ୍ଷ ଟଙ୍କା ଏବଂ ଏକ କାର ପୁରସ୍କାର ଭାବେ ପ୍ରଦାନ କରାଯାଇଛି। ଫାଇନାଲ ରାଉଣ୍ଡରେ ପୁନୀତଙ୍କୁ ଆଦିତ୍ୟ ନାରାୟଣ କଡ଼ା ଟକ୍କର ଦେଇଥିଲେ। ଷ୍ଟଣ୍ଟ୍ ଉପରେ ଆଧାରିତ ଏହି ଶୋ’ର ଟପ୍-୩ ପ୍ରତିଯୋଗୀ ଥିଲେ ପୁନୀତ୍ ପାଠକ୍, ଆଦିତ୍ୟ ନାରାୟଣ ଓ ରିଧିମା ପଣ୍ଡିତ୍।

ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଶୋର ହୋଷ୍ଟ ଥିଲେ। ଗ୍ରାଣ୍ଡ ଫିନାଲେରେ ଅକ୍ଷୟ କୁମାର ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories