www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଶ୍ନପତ୍ର ଭାଇରାଲ୍‌ର ସୁଯୋଗ ନାହିଁ : ନିୟନ୍ତ୍ରକ

ଭୁବନେଶ୍ଵର : ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହେବାର କୌଣସି ସୁଯୋଗ ନାହିଁ। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିୟନ୍ତ୍ରକ।

ସେ କହିଛନ୍ତି ଆମର ହବ୍ ବ୍ୟବସ୍ଥା ସବୁଠୁ ଦୃଢ ବ୍ୟବସ୍ଥା ଏବଂ ସବୁ ହବ୍ ଗୁଡିକୁ ଏଆଇ ନଜରରେ ରହିବ। କାଉନ୍‌ସିଲ୍‌ ମଧ୍ୟ ପ୍ରଶ୍ନପତ୍ର ଜାଣିବନି। ପ୍ରଶ୍ନପତ୍ର ଗୁଡିକ ପ୍ରିଣ୍ଟିଂ ଷ୍ଟେସନରୁ ସିଧାସଳଖ ହବ୍ ଆସିବ। ହବ୍ ରେ ପ୍ରଶ୍ନପତ୍ର ଖୋଲା ହେବାବେଳେ ସିସି ଟିଭିରେ ରେକର୍ଡିଂ ହେବ। ସେଠାରୁ ସିଧାସଳଖ ଛାତ୍ରଛାତ୍ରୀ ମାନଙ୍କ ନିକଟକୁ ପ୍ରଶ୍ନପତ୍ର ଯିବ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories