www.samajalive.in
Monday, December 15, 2025
16.1 C
Bhubaneswar

ଯାତ୍ରୀବାହୀ ବୋଲେରୋରେ ଗୋଚାଲାଣ: ୧୨ ଗୋରୁ ଉଦ୍ଧାର

କାମାକ୍ଷାନଗର: କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ କରି ଯାଉଥିବା ୨ ବୋଲେରୋ ଗାଡ଼ିକୁ ଜବତ କରାଯାଇ ସେଥିରୁ ୧୨ ଗାଈଙ୍କୁ ଉଦ୍ଧାର କରାଯାଇଛି। ଯାଜପୁର ଦିଗରୁ ଦୁଇଟି ବୋଲେରୋରେ ଗାଈଙ୍କୁ ଚାଲାଣ କରାଯାଉଥିବା ଖବର ପାଇ ମାରୁତି ସେନା, ବଜରଙ୍ଗ ସେନାର ସଦସ୍ୟମାନେ ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ଜିରୀଡମାଳିଠାରେ ଗାଡ଼ିକୁ ଅଟକ ରଖିଥିଲେ। ପ୍ରତି ଗାଡ଼ିରୁ ୬ଟି ଲେଖାଏଁ ୧୨ଟି ଗାଈକୁ ଉଦ୍ଧାର କରାଯାଇଛି। ସାଧାରଣତଃ ବୋଲେରୋ ଗାଡ଼ିରେ ୬ରୁ ଅଧିକ ଲୋକ ବସି ଯାତାୟାତ କରିବା ସମ୍ଭବ ହେଉ ନ ଥିବା ବେଳେ ୬ଟି ଗୋରୁଙ୍କୁ ଅମାନୁଷିକ ଭାବେ ନିଆଯାଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ବୋଲେରୋ ସହିତ ଗାଈଙ୍କୁ ଉଦ୍ଧାର କରିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories