ସମାଜ ନ୍ୟୁଜ ଡେସ୍କ- ମାଲକାନଗିରି ଜିଲ୍ଲା କଟଲିଗୁଡ଼ା ଗାଁରେ ଅଭାବନୀୟ ଘଟଣା । ନିଜର ଦୁଇ ଝିଅଙ୍କୁ ବିଷ ଦେବା ପରେ ନିଜେ ବିଷ ପିଇଦେଲା ମା । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ ମା କାହିଁକି ଏମିତି ନିଷ୍ପତ୍ତି ନେଲା ତାହା ଜଣାପଡ଼ି ନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Popular Categories



