ନୂଆପଡା : ଆଜି ନୂଆପଡା ଉପନିର୍ବାଚନ ଫଳାଫଳ । ସକାଳୁ ଷ୍ଟ୍ରଙ୍ଗରୁମରେ ପୋଷ୍ଟାଲ ବାଲାଟ୍ ଖୋଲାଯାଇ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ପରେ ଫଳାଫଳ ଜଣାପଡିବ । ବିଜେଡି, ବିଜେପି ନା କଂଗ୍ରେସର । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ ।
Popular Categories



