ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ୯୦ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ୬୩ ଓ ଅନ୍ୟ ଦଳ ଗୁଡିକ ୦୬ଟି ସିଟରେ ଆଗୁଆ ରହିଛନ୍ତି ।
ଏନଡିଏ- ୮୮
ମହାଗଠବନ୍ଧନ- ୬୨
ଅନ୍ୟାନ୍ୟ- ୦୬
- Advertisement -



