www.samajalive.in
Saturday, December 13, 2025
23.1 C
Bhubaneswar

ପୁଣି ପାକିସ୍ତାନକୁ ବିଶାଳସ୍କୋରରେ ହରାଇଲା ଭାରତ -ମହିଳା କ୍ରିକେଟ୍‌ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରଦର୍ଶନ

ନୂଆଦି୍ଲ୍ଲୀ – ୨୦୨୫ ମହିଳା କ୍ରିକେଟ୍‌ ବିଶ୍ବକପ୍‌ର୍ ପାକିସ୍ତାନ ଦଳକୁ ଭାରତୀୟ ଦଳ ବିଶାଳ ସ୍କୋର ବ୍ୟବଧାନରେ ପରାସ୍ତ କରିଛି । ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି୨୪୭ ରନ୍‌ କରିଥିଲା । ଏହାକୁ ପିଛା କରି ପାକିସ୍ତାନଦଳ ୪୩ ଓଭର୍‌ରେ ସମସ୍ତ ଓ୍ୱିକେଟ୍‌ ହରାଇ ୧୫୯ ରନ୍‌ ସଂଗ୍ରହ କରିଥିଲା । ଏହି ମ୍ୟାଚ ପରେ ଦୁଇ ଦଳର ଖେଳାଳୀ ପରସ୍ପର ସହ ହାତ ମିଲାଇ ନଥିଲେ ।

ଭାରତର କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ଉଭୟ ୩ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ସ୍ନେହ୍‌ ରାଣାଙ୍କୁ ୨ଟି ୱିକେଟ୍‌ ନେଇଥିଲେ । । ପାକିସ୍ତାନର ସିଦ୍ରା ଅମିନ ସର୍ବାଧିକ ୮୧ ରନ୍‌ କରିଥିଲେ ।

- Advertisement -

ଭାରତୀୟ ମହିଳା ବ୍ୟାଟର ହର୍ଲିନ ଦେଓଲ ୪୬ ରନ୍‌ ହରମନପ୍ରୀତ କୌର ୧୯ ରନ୍‌, ଜେମିମା ରେଦ୍ରିଗଜ ୩୨ ରନ, ଦୀପ୍ତି ଶର୍ମା ୨୫ ରନ, ସ୍ନେହ୍‌ ରାଣା ୨୦ ରନ୍‌ ଓ ରିଚା ଘୋଷ ଅପରାଜିତ ୩୫ ରନ୍‌ କରିଥିଲେ ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories