www.samajalive.in
Saturday, December 6, 2025
14.1 C
Bhubaneswar

ଭଦ୍ରକରୁ ଅପହୃତ ମହିଳା କେନ୍ଦୁଝରରୁ ଉଦ୍ଧାର, ଡ୍ରାଇଭର ଗିରଫ

ଭଦ୍ରକ: ଭଦ୍ରକରୁ ଅପହରଣ , କେନ୍ଦୁଝରରୁ ଧରିଲା ପୁଲିସ୍‌। ରାସ୍ତାକଡରୁ ମହିଳାଙ୍କୁ ଟେକି ନେଇଥିବା ଟ୍ରକ୍ ଡ୍ରାଇଭର ଧରାପଡିଛି। କେନ୍ଦୂଝର ଝୁମ୍ପୁରାରୁ ପୁଲିସ୍‌ ଟ୍ରକ ଡ୍ରାଇଭରକୁ ଗିରଫ କରିବା ସହ ମହିଳାଙ୍କୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପାର ରିଜର୍ଭ ପୁଲିସ୍ ଲାଇନ୍ ପାଖରୁ ଜଣେ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ କରିନେଇଥିଲା। ଯାହାର ଲୋମହର୍ଷଣକାରୀ ଦୃଶ୍ୟ ସିସି ଟିଭିରେ କଏଦ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories