www.samajalive.in
Saturday, December 13, 2025
26.1 C
Bhubaneswar

ରେଟୁଡି ଓ କୁର୍ମିଙ୍ଗିଆ ଅଞ୍ଚଳରେ ଲାଗିଲା ସାଇରନ୍

ଜି ଉଦୟଗିରି: ଜି ଉଦୟଗିରି ବନ ବିଭାଗ ଆଉ ଏକ ପାଦ ଆଗକୁ ଯାଇ ରେଟୁଡି ଓ କୁର୍ମୀଙ୍ଗିଆ ଅଞ୍ଚଳରେ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ପାଇଁ ଦୁଇଟି ସାଇରନ ଲଗାଇଛି। ବିବରଣୀରୁ ପ୍ରକାଶ ଯେ ହାତୀ ଉପଦ୍ରବ ଅଞ୍ଚଳରେ ହାତୀ ଆସିଲେ ଅଞ୍ଚଳବାସୀ ଖବର ଦେବା ପରେ ସାଇରନ ବାଜିବ। ୨ କିମି ପର୍ଯ୍ୟନ୍ତ ସାଇରନ ବାଜିବ ଫଳରେ ଅଞ୍ଚଳବାସୀ ସଚେତନ ହେବା ସହ ସୁରକ୍ଷିତ ରହିବେ। ଉକ୍ତ ସାଇରନ ଦ୍ଵାରା ଆଉ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନତାର ଆବଶ୍ୟକ ରହିବ ନାହିଁ। ଯାହା ଫଳରେ ତୁରନ୍ତ ଅଞ୍ଚଳବାସୀଙ୍କ ପାଖରେ ଖବର ପହଞ୍ଚିବା ସହ ସଚେତନ ରହିବେ।

ଏଥର ପିତୃପକ୍ଷରେ ଗଜକେସରୀ ଯୋଗ : ଏହି ରାଶିଙ୍କ ଜୀବନରେ ଘଟିବ କି କି ପରିବର୍ତ୍ତନ, ହଠାତ୍‌ ହେବେ ଧନୀ..

ଘିଅ, ପନୀର, ଟିଭି,ଫ୍ରିଜ୍‌, କାର୍‌ ଶସ୍ତା; ଜାଣନ୍ତୁ ଜିଏସଟି ବୈଠକ ପରେ କେତେ ବଦଳିବ ଘରର ବଜେଟ୍‌

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories