ଏଥର ପିତୃପକ୍ଷରେ ଗଜକେସରୀ ଯୋଗ : ଏହି ରାଶିଙ୍କ ଜୀବନରେ ଘଟିବ କି କି ପରିବର୍ତ୍ତନ, ହଠାତ୍‌ ହେବେ ଧନୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ପିତୃପକ୍ଷର ଆରମ୍ଭ ୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହା ସେପ୍ଟେମ୍ବର ୨୧ରେ ଶେଷ ହେବ । ହିନ୍ଦୁ ଧର୍ମରେ ଏହି ୧୫ ଦିନର ଖୁବ୍‌ ମହତ୍ତ୍ୱ ରହିଛି । ପିତୃପକ୍ଷ ସମୟରେ ୧୪ ସେପ୍ଟେମ୍ବରରେ ଚନ୍ଦ୍ରମା ମିଥୁନ ରାଶିରେ ପ୍ରବେଶ କରିବେ, ଦେବଗୁରୁ ବୃହସ୍ପତି ପୂର୍ବରୁ ହିଁ ଏଠାରେ ବିରାଜମାନ ରହିଛନ୍ତି । ଫଳରେ ଗୁରୁ- ଚନ୍ଦ୍ର ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହେବ । … Continue reading ଏଥର ପିତୃପକ୍ଷରେ ଗଜକେସରୀ ଯୋଗ : ଏହି ରାଶିଙ୍କ ଜୀବନରେ ଘଟିବ କି କି ପରିବର୍ତ୍ତନ, ହଠାତ୍‌ ହେବେ ଧନୀ..