ଘିଅ, ପନୀର, ଟିଭି,ଫ୍ରିଜ୍, କାର୍ ଶସ୍ତା; ଜାଣନ୍ତୁ ଜିଏସଟି ବୈଠକ ପରେ କେତେ ବଦଳିବ ଘରର ବଜେଟ୍
ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ ସଭିଏଁ ଶସ୍ତା,ମହଙ୍ଗା ଜିନିଷର ତାଲିକା ଜାଣିବା ପାଇଁ ବଜେଟ୍କୁ ଅପେକ୍ଷା କରି ଥାନ୍ତି । ମାତ୍ର ଏବେ ସେପରି ନହୋଇ ସେବା ଓ ସାମଗ୍ରୀ ଟିକସ (ଜିଏସଟି) ବୈଠକ ପରେ ଶସ୍ତା, ମହଙ୍ଗା ଜିନିଷର ତାଲିକା ଆସିବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୫୬ତମ ବୈଠକ ସମାପ୍ତ ହୋଇଛି। ଏହି ବୈଠକରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅନେକ ନିଷ୍ପତ୍ତିକୁ ଅନୁମୋଦନ … Continue reading ଘିଅ, ପନୀର, ଟିଭି,ଫ୍ରିଜ୍, କାର୍ ଶସ୍ତା; ଜାଣନ୍ତୁ ଜିଏସଟି ବୈଠକ ପରେ କେତେ ବଦଳିବ ଘରର ବଜେଟ୍
Copy and paste this URL into your WordPress site to embed
Copy and paste this code into your site to embed