କଟକ- ବୋର୍ଡ ଅଫ୍ ରେଭେନ୍ୟୁ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ଏହାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇଁ ଅଗ୍ନିଶମ ବିଭାଗର ଗାଡି ସେଠାରେ ପହଞ୍ଚିଛି । କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣା ପଡି ନାହିଁ ।
ଏଥିରେ ଅନେକ ଯନ୍ତ୍ରପାତି ଏବଂ କାଗଜପତ୍ର ପୋଡିଯାଇଥିବା ଆଶଙ୍କା କରାଯାଉଛି । ଏହି ମହଲାକୁ ନିଆଁ ବ୍ୟାପି ପାରେ ବୋଲି ଆଶଙ୍କା କରାଯାଉଛି ।



