www.samajalive.in
Monday, December 15, 2025
24.1 C
Bhubaneswar

ପୂଜାରେ ବଡ଼ ତୋରଣ ଉପରେ କଟକଣା ଲଗାଇଲେ କୋର୍ଟ, ୬୫ ଡେସିବଲ୍ ରୁ ଅଧିକ ସାଉଣ୍ଡ ମନା

କଟକ: ଏଥର ଦଶହରାରେ ତୋରଣ ଉପରେ କଟକଣା ଲଗାଇଲେ ହାଇକୋର୍ଟ । ସୁଉଚ୍ଚ ତୋରଣ କରିପାରିବେ ନାହିଁ ପୂଜା କମିଟି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଆଦେଶ ଦେଇଛନ୍ତି କୋର୍ଟ । ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ମାନେ ଉଚ୍ଚ ଉଚ୍ଚ ତୋରଣ ଏବଂ ଲାଇଟ ଗେଟ୍ କରିଥାନ୍ତି । ତାହା ଏବର୍ଷ ହେଇପାରିବ ନାହିଁ । ସେହିପରି ସାଉଣ୍ଡ ଉପରେ ମଧ୍ୟ ଲାଗିଛି କଟକଣା । ୬୫ ଡେସିବଲ୍ ରୁ ଅଧିକ ଶଦ୍ଦରେ ବାଜି ପାରିବ ନାହିଁ ସାଉଣ୍ଡ । ପୂଜାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଏଭଳି କଟକଣା ଲଗାଇଛନ୍ତି କୋର୍ଟ ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories