www.samajalive.in
Wednesday, December 10, 2025
14.1 C
Bhubaneswar

ନାକ ଫୋଡ଼ାଇବା ଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧି ସହ ମିଳିଥାଏ ଅନେକ ଲାଭ

ସାଧାରଣତଃ ପ୍ରାୟ ଅଧିକାଂଶ ମହିଳା ନାକ ଫୋଡ଼ାଇଥା’ନ୍ତି। ଆମେ ଭାବନ୍ତି ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନାକ ଫୋଡ଼ାଇ ନାକଫୁଲ ପିନ୍ଧାଯାଏ। ହେଲେ ଏହା ପଛରେ ଅନେକ କାରଣ ରହିଛି। ଯାହା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ନାକ ଫୋଡ଼ାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ। ଏଥିସହିତ ଏହାଦ୍ବାରା ମିଳୁଥିବା ଅନେକ ଲାଭ ବିଷୟରେ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି। ତେବେ ଚାଲନ୍ତୁ ଜାଣିବା ନାକ ଫୋଡ଼ାଇବା ଦ୍ବାରା ଆମର କି ଉପକାର ହୋଇଥାଏ –

-ଯେଉଁଭଳି ଭାବେ ଶରୀରର ବିଭିନ୍ନ ଅଂଶକୁ ଦବାଇବା ଦ୍ବାରା ଆକ୍ୟୁପ୍ରେସରର ଲାଭ ମିଳିଥାଏ ଠିକ୍ ସେହିପରି ନାକ ଫୋଡ଼ାଇବା ଦ୍ବାରା ଆକ୍ୟୁପ୍ରେସରର ଫାଇଦା ମିଳିଥାଏ। ଏହା ଦ୍ବାରା ଶ୍ବାସ ସମ୍ବନ୍ଧୀୟ ରୋଗରୁ ରକ୍ଷା ମିଳିବା ସହ ଥଣ୍ଡା-କାଶରୁ ମଧ୍ୟ ମୁକ୍ତି ମିଳିଥାଏ।

- Advertisement -

-ଆର୍ୟୁବେଦ ଅନୁସାରେ, ସଠିକ୍ ସ୍ଥାନରେ ନାକ ଫୋଡ଼ାଇବା ଦ୍ବାରା ମହିଳାଙ୍କ ମାସିକଧର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

-ମହିଳାମାନେ ନାକରେ ସୁନା ବା ରୂପାର ନାକଫୁଲ ପିନ୍ଧିଥା’ନ୍ତି। ଏହା ଦ୍ବାରା ସେହି ଧାତୁର ସମସ୍ତ ଗୁଣ ଶରୀରରେ ସକରାତ୍ମକ ପ୍ରଭାବ ପକାଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories