www.samajalive.in
Saturday, December 6, 2025
23.1 C
Bhubaneswar

ଓଭାଲ ଟେଷ୍ଟ ଜିତିବା ବେଳେ ଡ୍ରେସିଂ ରୁମରେ କଣ କଲେ ଗମ୍ଭୀର, ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଟେଷ୍ଟ କ୍ରିକେଟ୍‍ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ବିଜୟ ହାସଲ କରିଛି ଭାରତୀୟ ଦଳ । ଓଭାଲ୍‍ ଟେଷ୍ଟରେ ମାତ୍ର ୬ରନରେ ଘରୋଇ ଇଂଲଣ୍ଡକୁ ଭାରତ ପରାସ୍ତ କରିଛି । ଟେଷ୍ଟ କ୍ରିକେଟ୍‍ ଇତିହାସରେ ଏହା ଭାରତର ସବୁଠାରୁ କମ୍‍ ରନ୍‍ ବ୍ୟବଧାନରେ ବିଜୟ । ତେବେ ଭାରତୀୟ ଦଳ ପଡିଆରେ ବିଜୟ ହେବା ପରେ ଡ୍ରେସିଂ ରୁମରେ କୋଚ ଗୌତମ ଗମ୍ଭୀର ବେଶ ଉତ୍ସାହିତ ଓ ଖୁସି ହୋଇଥିଲେ । କାରଣ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଦଳର ପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିଛି । ଶେଷ ମ୍ୟାଚରେ ଦଳ ରୋମାଞ୍ଚକର ବିଜୟ ନାଟକୀୟ ଢଙ୍ଗରେ ହାସଲ କରିଛି । ତେବେ ଡ୍ରେସିଂ ରୁମରେ ସମସ୍ତ କୋଚ ମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ ଆପଣ ଏହି ଭିଡ଼ିଓ ଦେଖିଲେ ଜାଣିପାରିବେ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories