www.samajalive.in
Friday, December 5, 2025
20.1 C
Bhubaneswar

ଟ୍ରେନ୍ ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଧାରଣା, ରେଳ ଚଳାଚଳ ବନ୍ଦ

ଧାମରା : ଧାମରା-ଭଦ୍ରକ ରେଳ ଧାରଣାରେ କଟି ଯୁବକ ମୃତ । ମୃତ ଯୁବକ ଯଶିପୁର ପଞ୍ଚାୟତ ବଳସାହି  ଗାଁର ସୁରେନ୍ଦ୍ର ବେହେରା ଙ୍କ ପୁଅ ଶଶିକାନ୍ତ ବେହେରା ବୋଲି ଜଣାପଡିଛି। ଆଜି ଭୋର ସମୟରେ ଶଶିକାନ୍ତ କୌଣସି କାରଣ ପାଇଁ ରେଳ ଧାରଣା ପାରି ହେଉଥିବାବେଳେ ଏଭଳି ଅଘଟଣ ଘଟିଛି। ପରିବାର ଲୋକେ କ୍ଷତିପୁରଣ ଦାବିରେ ରେଳ ଧାରଣା ଉପରେ ବସି ରହିଛନ୍ତି।  ଫଳରେ ଧାମରା-ଭଦ୍ରକ ରେଳପଥ ରେ ରେଳ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ବାଂଶଡା ପୁଲିସ୍ ଏବଂ ଧାମରା ଆଦାନୀ କମ୍ପାନୀର କର୍ତ୍ତୃପକ୍ଷ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories