www.samajalive.in
Monday, December 15, 2025
16.1 C
Bhubaneswar

ସ୍କୁଲ୍‌ ଫି’ ଦେଖି ହେବେ ଟେରା, ABCD ପଢିବା ପାଇଁ ଦେବାକୁ ପଡିବ ମାସକୁ ୨୧ ହଜାର..

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଏକ ଘରୋଇ ସ୍କୁଲ୍‌ର ଫି’କୁ ନେଇ ସୋସିଆଲ ମିଡିଆରେ ଏପରି କିଛି ଭାଇରାଲ୍‌ ହୋଇଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଯାହାର ନର୍ସରୀ କ୍ଲାସର ବାର୍ଷିକ ଫି’ ୨,୫୧,୦୦୦ ବୋଲି ଦର୍ଶା ଯାଇଛି । ଏହି ସ୍କୁଲ୍‌ ଫି’କୁ ଏକ୍ସରେ ଶେୟାର କରାଯାଇଛି । ସେଥିରେ ଲେଖାଯାଇଛି, ଏବିସିଡି ଶିଖିବା ପାଇଁ ୨୧,୦୦୦ ପ୍ରତି ମାସରେ ଦେବାକୁ ପଡିବ ।

- Advertisement -

ସ୍କୁଲ୍‌ ଫି’ ତାଲିକା ଅନୁଯାୟୀ, ପ୍ରି-ପ୍ରାଇମେରୀ । ଓ ।। ର ଫି’ ୨,୪୨,୭୦୦ ବାର୍ଷିକ ହୋଇଥିବା ବେଳେ ପ୍ରଥମ ଓ ୨ୟ ଶ୍ରେଣୀ ପାଇଁ ଫି’ ୨,୯୧,୪୬୦ ଟଙ୍କା ରହିଛି । ଏହି ପୋଷ୍ଟ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..

ଦେଖନ୍ତୁ ଭିଡିଓ ; ନଳା ପାଣିରେ ଶାଗ ଧୋଇଲେ ଦୋକାନୀ

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories