ଦେଖନ୍ତୁ ଭିଡିଓ ; ନଳା ପାଣିରେ ଶାଗ ଧୋଇଲେ ଦୋକାନୀ
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ୍ ହୋଇଥାଏ, ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଏକ ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ଦେଖିପାରିବେ ଜଣେ ଯୁବକ ଖୋଲା ନଳା ପାଣି ନିକଟରେ ବସିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯୁବକ ଜଣକ ସେହି ନଳା ଅପରିଷ୍କାର ପାଣିରେ ମେଥି ଶାଗ ଧୋଉଛନ୍ତି। View this post … Continue reading ଦେଖନ୍ତୁ ଭିଡିଓ ; ନଳା ପାଣିରେ ଶାଗ ଧୋଇଲେ ଦୋକାନୀ
Copy and paste this URL into your WordPress site to embed
Copy and paste this code into your site to embed