www.samajalive.in
Saturday, December 6, 2025
14.1 C
Bhubaneswar

ଓଲଟିଲା ବସ୍‍, ୪ଗୁରୁତର ମେଡିକାଲରେ ଭର୍ତ୍ତି

ସମାଜ ଡିଜିଟାଲ ଡେସ୍କ: ଖୋର୍ଦ୍ଧା-ବଲାଙ୍ଗିର ଏନଏଚ୍‍-୫୭ର ସରିଗଣ୍ଡା ଛକରେ ଓଲଟିଲା ଯାତ୍ରୀବାହି ବସ୍‍ । ଟ୍ରକକୁ ଓଭରଟେକ୍‍ କରିବା ବେଳେ ବିଲ ଭିତରକୁ ଯାଇ ବସଟି ଓଲଟି ପଡିଥିଲା । ବସରେ ଥିବା ୧୭ଯାତ୍ରୀଙ୍କ ମଧ୍ୟରୁ ୧୨ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି, ଡ୍ରାଇଭର୍‍ ଫେରାର୍‍ ରହିଛନ୍ତି । ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories