ଆଳି : ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ । ଗୁରୁବାର ସ୍ପଷ୍ଟ ଦିବାଲୋକରେ ଆଳି ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଫେରିବା ବାଟରେ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ୍ ହୋଇଛି । ନିଆଳ ଗାଁ ପାଖରେ ବାଇକ୍ରେ ଆସି ୨ ଦୁର୍ବୃତ୍ତ ଟଙ୍କା ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି । ବ୍ୟବସାୟୀ ଜଣକ ପୁଲିସ ନିକଟରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ବିଏସଏନଏଲ ଆଣିଲା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍, ମିଳିବ ସବୁ ସୁବିଧା..
ଶନି-ସୂର୍ଯ୍ୟଙ୍କ ନବପଞ୍ଚମ ରାଜଯୋଗ; ଏହି ୩ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବେ ଶନି, ମିଳିବ ବଡ ସଫଳତା..
ଭିଡିଓରେ ଦେଖନ୍ତୁ ; କୁମ୍ଭୀର ପାଟିରେ ଥିଲା ହରିଣ, ଏମିତି ବଞ୍ଚିଲା ଜୀବନ..



