କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ବିଏସଏନଏଲ ଆଣିଲା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍‌, ମିଳିବ ସବୁ ସୁବିଧା..

ନୂଆଦିଲ୍ଲୀ : ବିଏସଏନଏଲ ଲଗାତାର ନିଜ ଗ୍ରାହକଙ୍କୁ ଖୁସି କରିବାରେ ଲାଗିଛି । ନିକଟରେ ବିଏସଏନଏଲ ଏକ ଜବରଦସ୍ତ ପ୍ଲାନ୍‌ ଲଞ୍ଚ କରିଛି । ଏଥିରେ ଦୀର୍ଘ ସମୟସୀମା, ଅନେକ ଡାଟା ସମେତ କଲିଙ୍ଗ୍‌ ଓ ଏସଏମଏସ ସହ ଜଡିତ ଅନେକ ସୁବିଧା ରହିଛି । ଗତ ବର୍ଷ ଜୁଲାଇରେ ଘରୋଇ ଟେଲିକମ୍‌ କମ୍ପାନୀ ରିଚାର୍ଜ ପ୍ଲାନ୍‌ ବଢାଇବା ପରେ ବିଏସଏନଏଲ୍‌ ଚାହିଦା ବଢିଛି । ବିଏସଏନଏଲ ୫୯୯ର ଏକ ନୂଆ ପ୍ଲାନ୍‌ ଆଣିଛି । ଜାଣନ୍ତୁ … Continue reading କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ବିଏସଏନଏଲ ଆଣିଲା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍‌, ମିଳିବ ସବୁ ସୁବିଧା..