ବଲାଙ୍ଗୀର: ସିନଖମନ ମଦ ଭାଟି କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୩ ଗିରଫ। ମୁଖ୍ୟ ଅଭିଯୁକ୍ତ ବଳରାମ ବାରିକଙ୍କ ସମେତ ଦୁଇ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିଛି। ସୁନୀଲ ବାଗ୍ ଓ ଆର୍ତ୍ତତ୍ରାଣ ଚିନ୍ଦା। ଗତକାଲି ଦୁର୍ବୁତ୍ତମାନେ ମଦ ଭାଟିରେ କାମ କରୁଥିବା ଦୁଇ ଜଣ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବିହାରର ସାରଦା ଯାଦବ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବଲାଙ୍ଗିର ସଦର ଥାନା ପୁଲିସ୍ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
Popular Categories



