www.samajalive.in
Friday, December 5, 2025
20.1 C
Bhubaneswar

ବରେଇପାଲି ଯୁବ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ

ସମ୍ବଲପୁର: ବରେଇପାଲି ଯୁବ ସଂଗଠନ ତରଫରୁ ମହାନଗର ନିଗମ ୱାର୍ଡ ନମ୍ବର ୨୦ ଡେଙ୍ଗସର୍ଗୀ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମ ବିକାଶ ଖାତି ଓ ହୀରା ସିଂଙ୍କ ନେତୃତ୍ୱରେ ଅନେକ ଯୁବ ବନ୍ଧୁମାନେ ଏକତ୍ରିତ ହୋଇ ଅଂଶ ଗ୍ରହଣ କରିଥିଲେ। ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ସଂଗଠନ ଲକ୍ଷ ରଖିଛି। ଚଳିତ ବର୍ଷ ବରେଇପାଲି ଆଖପାଖ ଅଞ୍ଚଳରେ ୫୦୦ ଟି ବୃକ୍ଷ ରୋପଣ କରିବା ସହିତ ତାର ରକ୍ଷଣାବେକ୍ଷଣ ମଧ୍ୟ ସଂଗଠନ କରିବ। ଏହି କାର୍ଯ୍ୟକ୍ରମଟିକୁ ଉତ୍ତମ ବାଗ, ମଞ୍ଜୁ ଓରାମ, ସୁରଜ ଓରାମ, ମୁକେଶ ସାହୁ, ମନଦୀପ ସାହୁ, ଆନନ୍ଦ ଖାତି, ଶ୍ୟାମ ଓରାମ, କାହ୍ନକ୍ଷ ସ୍ୱାଇଁ, ସୁରଜ ହରିପାଳ, ସିଦ୍ଧେଶ୍ୱର ସୁନା, ରୋଶନ ସିଂ, ସଦାନନ୍ଦ ସାହୁ ତଥା ଅଞ୍ଚଳବାସୀ ତଥା ପ୍ରକୃତି ପ୍ରେମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories