www.samajalive.in
Saturday, December 13, 2025
18.1 C
Bhubaneswar

କପିଲ ଶର୍ମାଙ୍କ କାଫେକୁ ଗୁଳିମାଡ଼

ଟରଣ୍ଟୋ: ହାସ୍ୟ ଅଭିନେତା କପିଲ ଶର୍ମା କାନାଡାର ସରେ ସହରରେ ଖୋଲିଥିବା କାଫେ ଉପରକୁ କେତେକ ଦୁର୍ବୃତ୍ତ ବୁଧବାର ରାତିରେ ଏକାଧିକ ରାଉଣ୍ଡ ଗୁଳିମାଡ କରିଛନ୍ତି। କାର୍‌ରେ ଆସିଥିବା ଦୁର୍ବୃତ୍ତମାନେ ଗୁଳିମାଡ କରିବା ପରେ ପଳାଇଯାଇଥିଲେ। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଏହି ଗୁଳିକାଣ୍ଡର କାରଣ ଜଣାପଡି ନାହିଁ। କାଫେ ଉପରକୁ କୌଣସି ଉଦ୍ଦେଶ୍ୟମୂଳକ ଟାର୍ଗେଟ କରାଯାଇଛି କିମ୍ବା କପିଲ ଶର୍ମାଙ୍କୁ ଭୟଭୀତ କରିବାକୁ ଗୁଳିମାଡ ହୋଇଛି ତାହା ଜଣାପଡି ନାହିଁ। ତେବେ ଏହି ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍ ସଂିହ ଲାଡି ନିଜକୁ ଦାୟୀ କରିଛନ୍ତି। ହରଜିତ୍ ଭାରତ ପାଇଁ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ। ସେ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାସନାଲ ସହିତ ସମ୍ପୃକ୍ତ ଅଛନ୍ତି। କପିଲ ଶର୍ମା ଅତୀତ​‌ରେ ଦେଇଥିବା ଏକ ମନ୍ତବ୍ୟ ପାଇଁ ତାଙ୍କ କାଫେ ଉପରକୁ ଏପରି ଆକ୍ରମଣ ହୋଇଥିବା ହରଜିତ୍ କହିଛନ୍ତି।  କପିଲ ତାଙ୍କର କାଫେଟିକୁ ନିକଟରେ ଉଦ୍‌ଘାଟନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories