www.samajalive.in
Saturday, December 13, 2025
18.1 C
Bhubaneswar

ନୂଆ ରୂପରେ ଆସିଲା ଟ୍ରାଏମ୍ଫ ଟ୍ରାଇଡେଣ୍ଟ ୬୬୦, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ଟ୍ରାଏମ୍ଫ ନିଜ ଲୋକପ୍ରିୟ ବାଇକ୍ ଟ୍ରାଇଡେଣ୍ଟ ୬୬୦ର ଅପଡେଟେଡ୍ ଭର୍ସନକୁ ଭାରତରେ ଲଞ୍ଚ୍ କରିଦେଇଛି । ବଜାରରେ ଏହାର ଏକ୍ସ ଶୋରୁମ୍ ଦାମ୍ ୮.୪୯ ଲକ୍ଷ ଟଙ୍କାଠୁ ଆରମ୍ଭ କରି ୮.୬୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯିବ । ବାଇକରେ ୬୬୦ ସିସିର ଲିକ୍ବିଡ୍ କୁଲ୍ଡ ୩ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି । ବାଇକର ଇଞ୍ଜିନ୍ ୮୧ ବିଏଚପିର ସର୍ବାଧିକ ପାଓ୍ବର ଓ ୬୪ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ବାଇକର ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି ।

ମୋଟର ସାଇକେଲର ଓଜନ ୧୯୦ କିଲୋଗ୍ରାମ ।  ସିଟର ଉଚ୍ଚତା ୮୦୫ ମିମି । କହିରଖୁଛୁ  ବାଇକ ୩ଟି ନୂଆ ରଙ୍ଗର ବିକଳ୍ପ ସହିତ ଆସିବ । ଗ୍ରାହକ ଏହାକୁ ହଳଦିଆ, ନୀଳ ଏବଂ ଲାଲ୍ ରଙ୍ଗରେ କିଣିପାରିବେ । କହିରଖୁଛୁ ବାଇକର ବେସ୍ ବ୍ଲାକ୍ ଭାରିଆଣ୍ଟର ଦାମ୍ ୮.୪୯ ଲକ୍ଷ ଟଙ୍କା ରହିଛି । ତେବେ ଡୁଆଲ ଟୋନ୍ ଶେଡ୍ସ ଗ୍ରାହକଙ୍କୁ ୮.୬୪ ଲକ୍ଷ ଟଙ୍କାରେ ମିଳିବ । ଟ୍ରାଏମ୍ଫ ଟ୍ରାଇଡେଣ୍ଟ ୬୬୦ର ମୁକାବିଲା କାଓ୍ବାସାକି ଜେଡ୍୬୫୦ଆରଏସ୍ ଓ ହୋଣ୍ଡା ସିବି୬୫୦ଆର ଇ-କ୍ଲଚ୍ ଭଳି ବାଇକ୍ ସହିତ ହେବ ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories