ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଏଏସଆଇର ପ୍ରତ୍ୟକ୍ଷ ତତ୍ତ୍ବାବଧନରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇଛି । ମୋଟ ୯୫ ଦିନ ଧରି ମରାମତି କାମ ହୋଇଥିବା ସେ ସୂଚନା ଦେଇଛନ୍ତି ।
Popular Categories



