www.samajalive.in
Sunday, December 14, 2025
23.1 C
Bhubaneswar

ଦୀର୍ଘ ବର୍ଷ ପରେ ମହାଶକ୍ତିଶାଳୀ ଯୋଗ: ଏକାଠି ହେବେ ସୂର୍ଯ୍ୟ-ଶନି, ଏହି ରାଶିଙ୍କୁ କରିବେ ମାଲାମାଲ୍‌, ମିଳିବ ବଡ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୩ ଜୁନ୍‌ ଦିନ ୧ଟା ୫୭ ମିନିଟ୍‌ରେ ସୂର୍ଯ୍ୟ-ଶନି ପରସ୍ପର ସହ ୯୦ ଡିଗ୍ରୀରେ ରହିବେ । ଫଳରେ କେନ୍ଦ୍ର ଯୋଗ ସୃଷ୍ଟି ହେବ । ଏହି ଯୋଗ ସୃଷ୍ଟି ହେବା ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବା ସହ ଅଟକି ଥିବା କାମ ମଧ୍ୟ ପୂରଣ ହେବ । ପଦ-ପ୍ରତିଷ୍ଠା ବୃଦ୍ଧି ହେବ । ଜାଣନ୍ତୁ ସେହି ରାଶି ବିଷୟରେ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଧନ ବୃଦ୍ଧି ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ପରିବାର ସହ ହସଖୁସିର ବାତାବରଣ ରହିବ । ବ୍ୟବସାୟୀଙ୍କୁ ବଡ ଲାଭ ମିଳିବ । ଅଟକି ଥିବା ଧନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

- Advertisement -

କର୍କଟ- ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । କାମରେ ଥିବା ବାଧା ଦୂର ହେବ । ଯାତ୍ରାର ଯୋଗ ରହିଛି । ଜୀବନରେ ଖୁସିର ଆଗମନ ହେବ । ଧନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଟଙ୍କା ନିବେଶ କରିବାର ଯୋଗ ରହିଛି ।

ମକର- ଏହି ରାଶିଙ୍କୁ ଲାଭ ମିଳିବ । ଜୀବନରେ ଖୁସି ବୃଦ୍ଧି ହେବ । ପରିଶ୍ରମର ଫଳ ମିଳିବ । ଅନେକ କ୍ଷେତ୍ରରେ ସଫଳତା ପାଇବ । ମାନ-ସମ୍ମାନ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ହଠାତ୍‌ ଧନ ମିଳିବ ।

ଦେଖନ୍ତୁ ଭିଡିଓ; ସୁପରମାର୍କେଟରେ ଲୋକେ କିଣୁଥିଲେ ଜିନିଷ, ହଠାତ୍‌ ପଶି ଆସିଲା ସିଂହ, ତା’ପରେ..

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories